Videos

Mamta Nanda: ୨ୟ ପତ୍ନୀଙ୍କ ଏହି ଫିଲ୍ମରେ ନଜର ଆସିବେ ମନୋଜ...ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

Mamta Nanda: ଅଭିନେତା ମନୋଜ ମିଶ୍ର ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। କେବଳ ଫିଲ୍ମ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଲାଇମ ଲାଇଟରେ ଅଛନ୍ତି ମନୋଜ ମିଶ୍ର। ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିବା ପରେ ପ୍ରଥମ ଥର ନିଜ ପତ୍ନୀଙ୍କ ପ୍ରଯୋଜନାରେ ନଜର ଆସିବେ ମନୋଜ । ଫିଲ୍ମଟିର ନାଁ ହେଉଛି କାଲି ଗୀତା...ମନୋଜ ମିଶ୍ର ଏହି ଭିଡିଓ ସେୟାର କରିବା ପରେ ଆସନ୍ତାବର୍ଷ ଏହା ନୂଆଁଖାଇରେ ରିଲିଜ ହେବ ବୋଲି କ୍ୟାପସନ ଲେଖିଛନ୍ତି। ତେବେ ଏହି ଫିଲ୍ମରେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ୨ୟ ପତ୍ନୀ ମମତା ନନ୍ଦ। ତେବେ ଚାଷୀ, ସଂଘର୍ଷ ସହ ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଏହି ଫିଲ୍ମଟି।

Video Thumbnail
Advertisement
Read More