Videos

Ollywood actress Video Viral: ସୋସିଆଲ ମିଡ଼ିଆରେ ନିଆଁ ଲଗାଇଛି ମନୋଜ ମିଶ୍ରଙ୍କ ଦ୍ୱିତୀୟ ପତ୍ନୀଙ୍କ ଭିଡିଓ

ଅଭିନେତ୍ରୀ ମମତା ନନ୍ଦ ନିକଟରେ ଅଭିନେତା ମନୋଜ ମିଶ୍ରଙ୍କୁ ବିବାହ କରିଛନ୍ତି। ମନୋଜଙ୍କର ଏହା ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀ ମାନାଙ୍କୁ ଛାଡପତ୍ର ଦେବା ପରେ ମମତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ମନୋଜ। ନିକଟରେ ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତେବେ ମମତାଙ୍କର ପୁରୁଣା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି....

Video Thumbnail
Advertisement
Read More