Videos

Actor Jyoti Ranjan: ସୁପରଷ୍ଟାର ଅନୁଭବଙ୍କ ପାଖେ ଋଣି ହେଲେ ଅଭିନେତା ଜ୍ୟୋତି, ସେୟାର କଲେ ଏହି ଭିଡିଓ

ଗତକାଲି ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଡଟ୍ ପେନ୍ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ଓ ଅଭିନେତ୍ରୀ ଦିବ୍ୟା। ତେବେ ଏହି ଫିଲ୍ମକୁ ଦେଖିବାକୁ ପହଞ୍ଚିଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି । ତେବେ ଏକ ଭିଡିଓ ମାଧ୍ୟମରେ ସୁପରଷ୍ଟାର ଅନୁଭବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆକ୍ଟର ଜ୍ୟୋତି। ଅନୁଭବଙ୍କ ପାଖେ ନିଜକୁ ଋଣୀ ବୋଲି କହିଛନ୍ତି ଅଭିନେତା ଜ୍ୟୋତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ।

Video Thumbnail
Advertisement
Read More