Videos

Anubhav Mohanty: ଅନୁଭବ ମହାନ୍ତିଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଡ଼ରିଯିବେ ଆପଣ

ପରଦାରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି କର୍ମ...ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ତେବେ ଏହାର କିଛିଟା ଛୋଟ ଛୋଟ କ୍ଲିପ୍ ଏବେ ସାମ୍ନାକୁ ଆସୁଛି। ନିଜେ ଷ୍ଟାର ଅନୁଭବ ମହାନ୍ତି ଏକ ମିନିଟ୍ ର ଏକ ଭିଡିଓ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି । ଏଥିରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ। ତେବେ ଏମିତି ଭିଡିଓ ବୋଧ ହୁଏ ଅନୁଭବଙ୍କ ଫ୍ୟାନ୍ସ ମାନେ କେବେ ଦେଖିନଥିବେ...ତେବେ ଆପଣ ବି ଦେଖନ୍ତୁ ଏହି ଭିଡିଓ

Video Thumbnail
Advertisement
Read More