Videos

Anubhav Mohanty: ବିନା ହେଲମେଟରେ ବୁଲୁଛନ୍ତି ଅନୁଭବ, ଫ୍ୟାନ୍ସ କହିଲେ ଚାଲାଣ କଟିବ ତ?

ଚାରିଦିନ ତଳୁ ପୋଷ୍ଟ ହୋଇଥିବା ଏହି ଇନଷ୍ଟା ଭିଡିଓରେ ଦେଖିବାକୁ ମିଳିଛି ଯେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପୁରୀ ଶ୍ରୀମନ୍ଦିର ସାମ୍ନାରେ ବୁଲୁଛନ୍ତି। ଜଣେ ସେବାୟତ ବେଶରେ ଇଲେକ୍ଟ୍ରି ସ୍କୁଟି ଚଳାଉଥିବା ବେଳେ ଅନୁଭବ ତାଙ୍କ ପଛରେ ବସି ଶ୍ରୀମନ୍ଦିର ଆଖପାଖରେ ବୁଲୁଛନ୍ତି । ତେବେ ସବୁଠାରୁ ମଜା କଥା ହେଲା ଅନୁଭବ ଓ ତାଙ୍କ ଚାଳକ ବିନା ହେଲମେଟରେ ବୁଲୁଥିବାରୁ ଫ୍ୟାନ୍ସ ମାନେ କହିଛନ୍ତି ଆପଣଙ୍କର ଚାଲାଣ କଟିବ ତ?

Video Thumbnail
Advertisement
Read More