Videos

Angul Mines: ଖଣି ଅଞ୍ଚଳରୁ ଆସିଲା ଛାତିଥରା ଦୃଶ୍ୟ

ଖଣି ଅଞ୍ଚଳରୁ ଆସିଲା ଛାତିଥରା ଦୃଶ୍ୟ । ଶହ ଶହ ଫୁଟ ତଳକୁ ଖସି ପଡ଼ିଲା ଟ୍ରକ। ପୁଣି ଥରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ସୂଚନାନୁଯାୟୀ ଘରୋଇ BLA କମ୍ପାନୀର ଗାଡ଼ି ଡମ୍ପିଂ ସମୟରେ ଗୋଟିଏ ଗାଡ଼ି ଖଣି ତଳକୁ ପଡ଼ିଯାଇଥିଲା। ଏହି ଭିଡ଼ିଓଟି ଅନୁଗୋଳର ଭରତପୁର ଖଣି ଅଞ୍ଚଳର ବୋଲି ଦାବି କରାଯାଉଛି।

Video Thumbnail
Advertisement
Read More