Videos

Video: 'ଖରାପ ଗାଳିଦେଲେ, ଫିକ୍ସର କହିଲେ', ଗୌତମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଶ୍ରୀସନ୍ଥ

Gambhir-Sreesanth Fight Video: ଶ୍ରୀସନ୍ଥ ନିଜ ଭିଡିଓରେ କହିଛନ୍ତି, "ପ୍ରତ୍ୟେକ ଚ୍ୟାନେଲକୁ ଯାଇ ବାରମ୍ବାର କହିବା ପରିବର୍ତ୍ତେ, ମୁଁ ଲାଇଭ୍ ହୋଇ ଥରେ ସବୁକିଛି ସ୍ପଷ୍ଟ କରିବା ଭଲ । ଆଜ୍ଞା ହଁ, ସେ (ଗୌତମ ଗମ୍ଭୀର) ଯେଉଁଠୁ ଆସିଛନ୍ତି, ସେଠାରେ ତାଙ୍କର ଏକ ପିଆର ଅଛି । ଏକ PR ଟିମ୍ ଯେଉଁଥିରେ ସେମାନେ ବହୁ ଅର୍ଥ ଖର୍ଚ୍ଚ କରନ୍ତି । ମୁଁ ଜଣେ ସାଧାରଣ ବ୍ୟକ୍ତି । ମୋର ପରିବାର ଓ ମୋ ପ୍ରଶଂସକଙ୍କ ସହଯୋଗରେ ମୁଁ ଏକାକୀ ଲଢ଼ିପାରିବି ।" ଏହା ସମେତ ସେ ଗୌତମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More