Videos

Aayodhya Ram Mandir: କେମିତି ଚାଲିଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଦେଖନ୍ତୁ ଭିଡିଓ

ଅଯୋଧ୍ୟାରେ ନିର୍ମାଣଧୀନ ଭବ୍ୟ ରାମ ମନ୍ଦିରର ଗର୍ଭଗୃହ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ମଧ୍ଯ ଶେଷ ହୋଇଛି । ଆସନ୍ତା ବର୍ଷ ମକର ସଙ୍କାନ୍ତି ପରେ ଜାନୁଆରୀ ମାସ ୧୬ ତାରିଖରୁ ୨୪ ତାରିଖ ମଧ୍ଯରେ ଏହା ପ୍ରତିଷ୍ଠା କରାଯିବ। ତେବେ ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଏହାର ଏକ ସୁନ୍ଦର ଭିଡ଼ିଓ ସାମ୍ନାକୁ ଆସିଛି । 

 

Video Thumbnail
Advertisement
Read More