Videos

Video: ମଣିଷ ହାତ ଆଞ୍ଜୁଳାରୁ ପାଣି ପିଉଛି ସିମ୍ପାଜୀ, ଦେଖନ୍ତୁ ଭିଡିଓ

Video: ଜଙ୍ଗଲରେ ଶୋଷିଲା ଥିବା ସିମ୍ପାଜୀ ହଠାତ୍ ଦେଖିଦେଲା ଜଣେ ବ୍ୟକ୍ତିଙ୍କୁ ଆଉ ତାପରେ ଯାହା ହେଲା ଆପଣ ଭିଡିଓରେ ଦେଖିପାରୁଥିବେ । ସିମ୍ପାଜୀଟି ବ୍ୟକ୍ତିଙ୍କ ହାତରୁ ନିଆରା ଶୈଳୀରେ ପାଣି ପିଇଥିଲା । ଏହି ଭିଡିଓଟିକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More