Hindi News >>Home >>Videos
Videos

Viral Video: ରାସ୍ତା ଉପରେ ପ୍ରେମ ଜର ଗୀତରେ ଜବରଦସ୍ତ ନାଚିଲେ ସ୍କୁଲ୍ ଛାତ୍ରୀ, ଦେଖନ୍ତୁ ଏହି ଭିଡିଓ..

Video: ବର୍ତ୍ତମାନ ଏହି କୁନି ଝିଅଟିର ଡାନ୍ସ ଭିଡିଓ ସୋସିଆଲ ମିଡିଆ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ ଗୁଡିକରେ ଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି ଏହି ଛାତ୍ରୀ ଜଣକ । ନୃତ୍ୟ ଦେଖିବା ପରେ ଲୋକମାନେ ପ୍ରଶଂସା ନକରି ନିଜକୁ ଅଟକାଇ ପାରୁନାହାନ୍ତି । ସୋସିଆଲ ମିଡିଆରେ ଖୁବ୍ ଅଧିକ ଫଲୋଅର ବଢିବାରେ ଲାଗିଛନ୍ତି ଛାତ୍ରୀଙ୍କର । ତେବେ ଯାହା ସୂଚନା ମିଳିଛି ଛାତ୍ରୀ ଜଣକ କେବଳ ଭଲ ନୃତ୍ୟ ପରିବେଷଣ କରନ୍ତି ତାହା ନୁହେଁ ସେ ଖୁବ୍ ଭଲ ପାଠ ମଧ୍ୟ ପଢନ୍ତି ।

Priyambada Rana|Nov 07, 2023, 12:36 PM
Video Thumbnail
Advertisement

More Videos