Videos

Video: ରାସ୍ତାରେ ଶୋଇଥିଲା ଅଜଗର, ଜଣେ ବ୍ୟକ୍ତି କଲେ ଏହି କାମ

Video: ଅଜଗର ନାଁ ଶୁଣିଲେ ଅନେକ ଜଣ ଭୟ କରନ୍ତି । କାରଣ ଅଜଗର କେବଳ ମଣିଷକୁ ନୁହେଁ, ବରଂ ଅନେକ ବିରାଟ ପଶୁମାନଙ୍କୁ ଗିଳିଦେଇଥାଏ । କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଜଗର ସାପ ସହ ଖେଳିବାକୁ ପସନ୍ଦ କରନ୍ତି । ଏପରି ଏକ ଦୃଶ୍ୟ ରେକର୍ଡ ହୋଇଛି କ୍ୟାମେରା ଲେନ୍ସରେ । ଅନ୍ଧାର ରାତିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଅଜଗର ସାପ ଦେଖିଥିଲେ ଆଉ ତାପରେ ତା ସହ କଣ ହରକତ କରିଥିଲେ ଆପଣ ମଧ୍ୟ ଦେଖନ୍ତୁ ଭିଡିଓରେ ।

Video Thumbnail
Advertisement
Read More