Videos

Teacher got beaten: ସ୍କୁଲ ଭିତରେ ପଶି ଶିକ୍ଷକଙ୍କୁ ଚପଲରେ ନିସ୍ତୁକ ମାଡ଼

ସ୍କୁଲ ଭିତରକୁ ପଶି ଶିକ୍ଷୟତ୍ରୀଙ୍କୁ କଲେ ମାରଣାନ୍ତକ ଆକ୍ରମଣ ! ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ ! ନିସ୍ତୁକ ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ! ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା !ଶଗଡାଶୂଳ ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି ଗତକାଲି ଅପରାହ୍ନରେ ଛାତ୍ର ଛାତ୍ରୀଙ୍କୁ ପଢାଉଥିବା ବେଳେ ହଠାତ ଟିକିରାପଡ଼ା ଗ୍ରାମର ଜୟନ୍ତ ମହାନ୍ତି ସ୍କୁଲ ହତା ଭିତରେ ପଶି ଶିକ୍ଷୟିତ୍ରୀ ଜୟନ୍ତୀ ମହାନ୍ତିଙ୍କୁ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହିତ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ ! 

Video Thumbnail
Advertisement
Read More