Videos

ବାଣ ଫୁଟାଇବା ସମୟରେ ଝିଅଟି ସହିତ ଘଟିଲା ଏକ ବଡ଼ ଅଘଟଣ, ଦିପାବଳୀରେ ଏପରି ଭୁଲ କରନ୍ତୁ ନାହିଁ ଆପଣ, ଦେଖନ୍ତୁ ଭିଡିଓ

Diwali Viral Video: ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦୀପାବଳି ପର୍ବ ସହିତ ଜଡିତ । ଏହି ଦେଶରେ ସେହି ଲୋକମାନଙ୍କର କୌଣସି ଅଭାବ ନାହିଁ, ଯେଉଁମାନେ ଦୀପାବଳିରେ ବାଣ ଫୁଟାଇବାକୁ ଭଲ ପାଆନ୍ତି । ଅନେକ ଥର, ଅସାବଧାନତା ଯୋଗୁଁ ସେମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି । ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ହାତରେ ବାଣ ଜାଳିବାକୁ ଚେଷ୍ଟା କରୁଛି । ଯଦିଓ ବାଣକୁ ସର୍ବଦା ତଳେ ରଖି ଜଳାଯାଏ କିନ୍ତୁ ଏହି ଝିଅଟି ନିଜ ହାତରେ ଧରି ଏହାକୁ ଫୁଟାଉଥିଲା...ଏହାପରେ ଯାହା ଘଟିଲା ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More