Videos

Viral Video: ଘର ଆଗରେ ସାଇକେଲ ଚଳାଉଥିବା ବେଳେ ଛୋଟ ଝିଅ ଉପରେ ଚଢିଗଲା କାର, ଆଉ ତା'ପରେ...

Viral Video: ଗୁଜରାଟର ଏକ ସୋସାଇଟି ମଧ୍ୟରେ ଏକ ଦୁର୍ଘଟଣାର ସିସିଟିଭି ଭିଡ଼ିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଏକ କାର ଛୋଟ ଶିଶୁ ଉପରେ ଚଢିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବେଶ ଲୋମଟାଙ୍କୁରା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଝିଅଟିର ନା ଦିଶା ପଟେଲ ବୋଲି ଜଣାପଡିଛି।

Video Thumbnail
Advertisement
Read More