Videos

Sambalpur Crime: ୮୦ କେଜି ଗଞ୍ଜେଇ ଜବତ, ୨ଜଣଙ୍କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ

ଅଶି କେଜି ଗଂଜେଇ ସହ ଗୋଟିଏ କାର ଓ ଦୁଇ ଜଣଙ୍କୁ ଗିରଫ କଲା ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ |ସମ୍ବଲପୁର ଶାସନ ଟୋଲ ପ୍ଲାଜା ପାଖରେ ଗୋଟିଏ କାର କୁ ଚେକିଂ ସମୟ ରେ ଅଶି କେଜି ଗଂଜେଇ ସହ ଦୁଇ ଜଣଙ୍କୁ ଗୋଇନ୍ଦା ଅବକାରୀ ବିଭାଗ ଧରି ଥିବା ବେଳେ ଜଣେ ଫେରାର ହୋଇ ଯାଇଥିଲା | ଗଂଜେଇ ସୋନପୁର ରୁ ଛତିଶଗଡ଼ କୁ ଚାଲାଣ ହେଉଥିଲା |ଗିରଫ ହୋଇଥିବା ବ୍ୟକ୍ତି ଦୁଇ ଜଣ ହେଲେ ସୋନପୁର ର ରବୀନ୍ଦ୍ର ଦଳେଇ ଓ ଛତିଶଗଡ ର ଗୁଲଶନ କୁମାର| ଜବତ ହୋଇଥିବା ଗଂଜେଇ ସହ କାର ର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ହେବ ବୋଲି ସୂଚନା ଦିଆ ଯାଇଛି |

Video Thumbnail
Advertisement
Read More