Hindi News >>Home >>Videos
Videos

Weather Report: ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା !

ଓଡି଼ଶାର ବିଭିନ୍ନ ଜିଲ୍ଲାରେ ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ଜାରି ରହିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ମଧ୍ୟାହ୍ନ ବୁଲେଟିନରେ ପୂର୍ବାନୁମାନ କରିଛି। ୨୭ ତାରିଖରେ ନୁଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବୋଲାଙ୍ଗୀର, ସୁବର୍ଣ୍ଣପୁର, ଅନୁଗୁଳ, କାଳାହାଣ୍ଡି, କନ୍ଦମାଳ, ବୌଦ୍ଧ, ସମ୍ବଲପୁର ଓ ଦେଓଗଡ଼ରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ବାକି ରାଜ୍ୟରେ ଶୁଖିଲା ପାଣିପାଗ ପୂର୍ବାନୁମାନ କରାଯାଇଛି।

|Feb 25, 2024, 04:39 PM
Video Thumbnail
Advertisement

More Videos