Videos

Weather Report: ରାଜ୍ୟରେ ଲଗାଣ ବର୍ଷା ପରେ ଆଜିଠୁ ପାଗରେ ପରିବର୍ତ୍ତନ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Report of Odisha: ରାଜ୍ୟରେ ଲଗାଣ ବର୍ଷା ପରେ ଆଜିଠୁ ପାଗରେ ପରିବର୍ତ୍ତନ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ତେବେ ଗୁରୁବାରଠାରୁ ପୁଣି ବଦଳିବ ପାଗ । ୨୧ରୁ ୨୪ ତାରିଖ ଭିତରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଆଭ୍ୟନ୍ତରୀଣରେ ତାପମାତ୍ରା ୪୦ ଡିଗ୍ରୀ ପାଖାପଖି ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡ଼ିଶାର ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ୧୦ରୁ ୧୬ ଡିଗ୍ରୀ ଖସିଯାଇଥିଲା । କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଲୋକେ ନାକେଦମ ହୋଇଛନ୍ତି ।

Video Thumbnail
Advertisement
Read More