Videos

Video: କୁମ୍ଭୀରକୁ ଆକ୍ରମଣ କଲେ କୁକୁର, ଆଉ ତାପରେ...

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ୨ଟି କୁକୁର ମିଶି ଗୋଟିଏ କୁମ୍ଭୀରକୁ ସ୍ଥଳଭାଗରେ ଆକ୍ରମଣ କରିବାରେ ଲାଗିଛନ୍ତି । କିନ୍ତୁ କୁମ୍ଭୀରଟି କୁକୁରକୁ ଆକ୍ରମଣ କରିବା ବଦଳରେ ଭୟ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ କିଛି ବ୍ୟକ୍ତିଙ୍କ ପାଇଁ ହସର ଖୋରାକ ପାଲଟିଛି ।

Video Thumbnail
Advertisement
Read More