Videos

Weather Report: ଆସନ୍ତାକାଲିରୁ ୬ ଦିନ ରାଜ୍ୟରେ ପ୍ରବଳ ବର୍ଷା

୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷାର ପରିମାଣ । ବାହୁଡାରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ୧୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୧୫ ତାରିଖରେ ଲଘୁଚାପରେ ପରିଣତ ହେବା ସହିତ ଅଧିକ ବଳ ଗୋଟାଇ ଅବପାତରେ ପରିଣତ ହେବ । ୨୦ ତାରିଖରେ ଏହା ଓଡ଼ିଶା ଉପକୂଳ ଦେଇ ଗତି କରିବ । ପ୍ରଭାବରେ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।

Video Thumbnail
Advertisement
Read More