Videos

CM Education Award: ସମ୍ବଲପୁର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୧୪୫୭ ଜଣ

5T ହାଇସ୍କୁଲ ରୂପାନ୍ତରିକରଣ ପରେ ଶିକ୍ଷା କ୍ଷେତ୍ର ରେ ବହୁ ଉନ୍ନତି ହୋଇଛି |ଗତକାଲି ସମ୍ବଲପୁର ଜିଲ୍ଲା ରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଅବସରରେ ୧୪୫୭ ଜଣଙ୍କୁ ପୁରସ୍କୃତ କରାଯାଇଛି | ସେଥିରେ ଛାତ୍ରଛାତ୍ରୀ ଶିକ୍ଷକ ଶକ୍ଷୟିତ୍ରୀ ସରପଞ୍ଚ ତଥା ସହଯୋଗ ପାଇଁ ସମସ୍ତ ଙ୍କୁ ପୁରସ୍କୃତ କରାଯାଇଛି | ସମ୍ବଲପୁର ମନ୍ଦଲିଆ ପଡିଆ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ | ଜିଲ୍ଲା ର ନଅ ଟି ବ୍ଲକ ରୁ ସମସ୍ତ ପୁରସ୍କୃତ ହେବାକୁ ଥିବା ବ୍ୟକ୍ତି ବିଶେଷ ସହ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ|

Video Thumbnail
Advertisement
Read More