Videos

Weather Report: ଦିନକ ପରେ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଦୁର୍ବଳ ହୋଇଛି। ଯାହା ଫଳରେ ରାଜ୍ୟରେ ଏବେବି ତାତି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ସତର୍କ କରାଇଛି। ଆସନ୍ତା ୩ ଦିନ ରାଜ୍ୟରେ ପାରଦ ୪ରୁ ୬ ଡିଗ୍ରୀ ମଧ୍ୟରେ ବଢିବ। ସେହିପରି, ପର୍ଯ୍ୟାୟକ୍ରମେ ପରେ ଆହୁରି ୩ ରୁ ୪ ଡିଗ୍ରୀ ଯାଏଁ ବଢିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ସୀମାନ୍ତ ଜିଲ୍ଲାରେ ପାରଦ ୩୯ ଡିଗ୍ରୀ ରୁ ୪୦ ଡିଗ୍ରୀ ରେକର୍ଡ ହେବ। ଗୁରୁଚାପ ବଳୟ ଦୁର୍ବଳ ହେବା ପରେ ରାଜ୍ୟ ଭିତରକୁ ଏବେ ପଶ୍ଚିମାପଟୁ ଶୁଷ୍କ ତଥା ଆଦ୍ର ବାୟୁର ପ୍ରବାହ ଆରମ୍ଭ ହୋଇଛି।

Video Thumbnail
Advertisement
Read More