Videos

Student Suicide: ସ୍କୁଲର ଛାତ୍ରାବାସରେ ଅଘଟଣ, ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ 57ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକ 7th day(SDA) ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ। ସ୍କୁଲର ଛାତ୍ରାବାସ ର ଛାତ୍ର ପବିଲିଆସ କାର୍ଜି ସ୍କୁଲ ପରିସର ଏକ ଗଛରେ ଦୌଡି ଦେଇ ଆତ୍ମହତ୍ଯା କରିଛି। ପୋଲିସ ପହଞ୍ଚି ଶବ କୁ ଜବତ କରି ତଦନ୍ତ ଚଳାଇଛି। ତାଙ୍କ ଘର ଗଜପତି ଜିଲା ହୁମା ହୋଇଥିବା ବେଳେ ସେ ଦଶମ ଶ୍ରେଣୀରେ ପଢୁଛି। ଖବର ପାଇ ସଦର ଏସଡିପିଓ ଦିଲ୍ଲୀପ ଦାସ, ଥାନାଧିକାରୀ ତାରିକ ଅହମଦ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Video Thumbnail
Advertisement
Read More