Hindi News >>Home >>Odisha Twin City

OPSC Result:ପ୍ରଥମ ଦଶରେ ୭ ମହିଳା, ତେଜସ୍ୱିନୀ ଟପ୍ପର

ଆଜି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦-୨୧ର ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ରହିଛନ୍ତି। ତେବେ ତେଜସ୍ୱିନୀ ବେହେରା ଟପ୍ପର ହୋଇଛନ୍ତି। ସେହିପରି ଶୁଭଙ୍କରି ସୁଦେଷ୍ଣା ଦାସ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥି ତୃତୀୟ ସ୍ଥାନ ହାସଲ କରିଛନ୍ତି।  ସେହିପରି ଦେବବ୍ରତ କର ଚତୁର୍ଥ, ଦେବବ୍ରତ ମହାରଣା ପଞ୍ଚମ, ଅଭିସ୍ମିତା ତେଓ୍ୱାରୀ ଷଷ୍ଠ, ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ ଓ ତପତୀ ରାଜ ଦଶମ ସ୍ଥାନରେ ରହିଛନ୍ତି।   

Advertisement
OPSC Result:ପ୍ରଥମ ଦଶରେ ୭ ମହିଳା, ତେଜସ୍ୱିନୀ ଟପ୍ପର
Stop
Prabhudatta Moharana|Updated: Oct 07, 2022, 05:32 PM IST

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦-୨୧ର ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ରହିଛନ୍ତି। ତେବେ ତେଜସ୍ୱିନୀ ବେହେରା ଟପ୍ପର ହୋଇଛନ୍ତି। ସେହିପରି ଶୁଭଙ୍କରି ସୁଦେଷ୍ଣା ଦାସ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥି ତୃତୀୟ ସ୍ଥାନ ହାସଲ କରିଛନ୍ତି।

Read More
{}{}