Hindi News >>Home >>Odisha Trending

Parliament Bhawan: ‘ସମ୍ବିଧାନ ସଦନ’ ଭାବେ ପରିଚିତ ହେବ ପୁରୁଣା ସଦନ

ନୂଆଦିଲ୍ଲୀ:  ନୂଆ ସଂସଦଭବନକୁ ଭାରତର ରାଜପତ୍ରରେ ସଂସଦଭବନର ମାନ୍ୟତା ମିଳିବା ପରେ ପୁରୁଣା ସଂସଦ ଭବନର ମାନ୍ୟତା, ମହାନତର ଯେମିତି ଅତୁଟ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଭବନକୁ ସମ୍ବିଧାନ ସଦନ ଭାବେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଭୟ ଗୃହର ଅଧ୍ୟକ୍ଷଙ୍କୁ ଅନୁରୋଧ

Advertisement
Parliament Bhawan: ‘ସମ୍ବିଧାନ ସଦନ’ ଭାବେ ପରିଚିତ ହେବ ପୁରୁଣା ସଦନ
Stop
Zee Odisha Desk|Updated: Sep 19, 2023, 01:13 PM IST

Parliament Bhawan: ନୂଆଦିଲ୍ଲୀ:  ନୂଆ ସଂସଦଭବନକୁ ଭାରତର ରାଜପତ୍ରରେ ସଂସଦଭବନର ମାନ୍ୟତା ମିଳିବା ପରେ ପୁରୁଣା ସଂସଦ ଭବନର ମାନ୍ୟତା, ମହାନତର ଯେମିତି ଅତୁଟ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଭବନକୁ ସମ୍ବିଧାନ ସଦନ ଭାବେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଭୟ ଗୃହର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏ ବିଷୟରେ ବିଚାର କରିବାକୁ ସେ କହିଛନ୍ତି। 

ଏହି ନାମକରଣ ଦ୍ୱାରା ସବୁବେବେଳେ  ଏହି ଗୃହ ଆମର ଜୀବନ ପ୍ରେରଣା  ହୋଇ ରହିବ। ଏଠାରେ ସମ୍ବିଧାନ ହୋଇଥିଲା। ଏଠାରେ ଅନେକ ମହାମାନ୍ୟମାନେ ବସି ଜନକଲ୍ୟାଣ ପାଇଁ ଯେଉଁ ତପସ୍ୟା କରିଛନ୍ତି। ୭୫ ବର୍ଷଧରି ଏହା ଜନ କଲ୍ୟାର ପାଇଁ ଭାରତକୁ ଗଠନ କରିଛି। ଏଣୁ ଆଗାମୀ ପ୍ରତି ପ୍ରତି ଏହା ପ୍ରେରଣାଦାୟୀ ହୋଇ ରହିବ, ସ୍ମୃତି ହୋଇ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ପାଇବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହାକୁ ଏକ ହୋମ୍‍ ଓ୍ୱର୍କ ବୋଲି କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରେ କଂହିବା ଏକ ଆହ୍ୱାନ। ସେ ପୁଣି ଏକ ହୋମ୍‍ଓ୍ୱର୍କ ଆମକୁ ଏଠାରେ ପ୍ରଦାନ କରିଛନ୍ତି।

Also Read: MP Anubhav Mohanty: ଅନୁଭବଙ୍କ ସୌଜନ୍ୟତା, ସଂସଦ ଭିତରେ ପାଣି ଗ୍ଲାସ୍‍ ନେଇ ପହଞ୍ଚିଲେ ଓଲିଉଡ୍‍ ସୁପରଷ୍ଟାର

Also Read: India-Canada: ପାଲଟା ଅଭିଯୋଗ କଲା ଭାରତ; କହିଲା ଭାରତ ବିରୋଧୀ ତତ୍ତ୍ୱଙ୍କୁ ପ୍ରଶ୍ରୟ ଦେଇଛି କାନାଡ଼ା

Also Read: Vande Bharat Express: ଏହି ଦିନ ପୁରୀ-ରାଉରକେଲା ମଧ୍ଯରେ ଗଡ଼ିବ ବନ୍ଦେ ଭାରତ!

Read More
{}{}