Hindi News >>Home >>Odisha Trending

Earthquake: ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ ସମେତ ପୁରା ଉତ୍ତର ଭାରତ

Earthquake: ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ହରିୟାଣାରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି । 

Advertisement
Earthquake: ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ ସମେତ ପୁରା ଉତ୍ତର ଭାରତ
Stop
Soubhagya Ranjan Mishra|Updated: Oct 15, 2023, 04:46 PM IST

Earthquake: ଉତ୍ତର ଭାରତରେ ଆଜି ଅପରାହ୍ଣ ୪ଟା ୮ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ହରିୟାଣାରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଭୂକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି । 

ସୂଚନାଯୋଗ୍ୟ, ଗତ ରବିବାର ଦିନ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୫.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଶକ୍ତିଶାଳୀ ଭୂକମ୍ପରେ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

Also Read- Back Pain Problems: ବ୍ୟାକ ପେନ୍ ପାଇଁ ଚିନ୍ତିତ କି? ଜାଣନ୍ତୁ ସମାଧାନର ସୁତ୍ର

{}{}