Hindi News >>Home >>Odisha Trending

Exit Poll Result 2024 Live: ସରିଲା ନିର୍ବାଚନ, ଆସିବାକୁ ଲାଗିଲା ଏକଜିଟ୍ ପୋଲ୍ ଫଳାଫଳ, ଦେଖନ୍ତୁ କେଉଁ ଦଳକୁ ମିଳିବ କେତେ ସିଟ୍?

Exit Poll Result 2024 Live Today: ଲୋକସଭା ଓ ବିଧାନସଭା ନିର୍ବାଚନ ଏକଜିଟ୍ ପୋଲ୍ ଫଳାଫଳ ଆସିବା ଆରମ୍ଭ ହୋଇଛି। ଏକଜିଟ୍ ପୋଲ୍ ସନ୍ଧ୍ୟା ୬:୩୦ ପରେ ଆସିବା ଆରମ୍ଭ କରିଛି। ଏଠାରେ ଦେଖିପାରିବେ ଏକଜିଟ୍ ପୋଲ୍ ଫଳାଫଳ।  

Advertisement
Exit Poll Result 2024 Live
Stop
Jagdish Barik|Updated: Jun 01, 2024, 10:55 PM IST
LIVE Blog

Exit Poll Result 2024 Live Today: ଏପ୍ରିଲ ୧୯ ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଆଜି ଶେଷ ହୋଇଛି। ଆଜି ଅର୍ଥାତ୍ ୧ ଜୁନରେ ୮ଟି ରାଜ୍ୟରେ ୫୭ ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଏହା ସହିତ ଦେଶର ସବୁଠୁ ବଡ ନିର୍ବାଚନ ସମାପ୍ତ ହୋଇଛ୍। ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ୪ ଜୁନରେ ଭୋଟ୍ ଗଣନା କରାଯିବ ଓ ଫଳାଫଳ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକଜିଟ୍ ପୋଲରେ ଫଳାଫଳ ଆସିବା ଆରମ୍ଭ ହୋଇଛି। ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ସନ୍ଧ୍ୟା ୬:୩୦ ରୁ ଏକଜିଟ୍ ପୋଲ୍ ଫଳାଫଳ ଆସିବା ଆରମ୍ଭ ହୋଇଛି। 

Read More
{}{}