Hindi News >>Home >>Odisha Trending

ବିଜାପୁରରେ ଏନକାଉଣ୍ଟର, ୪ ନକ୍ସଲ ନିହତ

Encounter News: ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୪ ନକ୍ସଲ ନିହତ ହୋଇଛନ୍ତି । ମିର୍ତୁର ଥାନାଠାରୁ ମାତ୍ର ୧୪ କିମି ଦୂରରେ ଥିବା ପୋମରା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। 

Advertisement
ବିଜାପୁରରେ ଏନକାଉଣ୍ଟର, ୪ ନକ୍ସଲ ନିହତ
Stop
Soubhagya Ranjan Mishra|Updated: Feb 27, 2024, 06:01 PM IST

Encounter News: ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୪ ନକ୍ସଲ ନିହତ ହୋଇଛନ୍ତି । ମିର୍ତୁର ଥାନାଠାରୁ ମାତ୍ର ୧୪ କିମି ଦୂରରେ ଥିବା ପୋମରା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। 

ପ୍ରାୟ ୫୦ ନକ୍ସଲ ମିଳିତ ଭାବେ ନକ୍ସଲ ଉନ୍ନୟନ ମୂଳକ କାମ ଉପରେ ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ସମୟରେ ସ୍ପେସାଲ ଟାସ୍କ ଫୋର୍ସ ହାବୁଡରେ ପଡିଥିଲେ । ଫଳରେ ମାଓବାଦୀଙ୍କ ସହ ଯବାନମାନଙ୍କର ଗୁଳି ବିନିମୟ ହୋଇଥିଲା। ଉଭୟ ପଟୁ ଗୁଳି ବର୍ଷା ହେବା ପରେ ୪ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି।

Also Read- Mangal Gochar 2024: ମାର୍ଚ୍ଚ ମାସରେ ଶନିରେ ମଙ୍ଗଳ ଚଳନ, ୩ ରାଶିକୁ ଅତ୍ୟନ୍ତ ଲାଭ...

Also Read- Sahara Refund: ପୋଟାର୍ଲରେ ଆବେଦନ ପରେ ବି ମିଳିନି କି ଟଙ୍କା ? ତାହେଲେ କରନ୍ତୁ ଏହି କାମ...

Read More
{}{}