Hindi News >>Home >>Odisha Trending

Couple Wedding Night Video Viral: କପଲ୍ ସୁଟିଂ କଲା ଚଉଠି ରାତିର ଭିଡିଓ, ହଠାତ୍ ହୋଇଗଲା ଏହି ଭୁଲ; ଇଣ୍ଟରନେଟରେ ଭିଡିଓ ଭାଇରାଲ୍

Couple Wedding Night Video Viral: ଯଦିଓ ଦେଖାଯାଏ ତ ଆଜିର ଯୁଗରେ ପର୍ସନାଲ ଭଳି କିଛି ରହିନାହିଁ । ଏହା ଘରୋଇ ବିଷୟ ହେଉ କିମ୍ବା କୌଣସି ରୀତିନୀତି ହେଉ, ବର୍ତ୍ତମାନ ଭିଡିଓ ପ୍ରସ୍ତୁତ କରାଯାଇଥାଏ ଏବଂ ସମସ୍ତଙ୍କ ପାଇଁ ସେୟାର କରାଯାଇଥାଏ । କିନ୍ତୁ ଯେତେବେଳେ ଦମ୍ପତି ବିବାହର ପ୍ରଥମ ରାତିର ଭିଡିଓ ଅର୍ଥାତ୍ ଚଉଠି ରାତିର ଭିଡିଓ ସେୟାର କରନ୍ତି ସେତେବେଳେ ଏହା ମର୍ଯ୍ୟଦାର ସୀମା ଲଙ୍ଘିଯାଏ । 

Advertisement
Couple Wedding Night Video Viral: କପଲ୍ ସୁଟିଂ କଲା ଚଉଠି ରାତିର ଭିଡିଓ, ହଠାତ୍ ହୋଇଗଲା ଏହି ଭୁଲ; ଇଣ୍ଟରନେଟରେ ଭିଡିଓ ଭାଇରାଲ୍
Stop
Zee Odisha Desk|Updated: Mar 05, 2023, 07:16 AM IST

Couple Wedding Night Video Viral: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରାଯାଉଛି । କିଛି ତ ରିୟଲ ହୋଇଥାଏ ଓ କିଛି ରିଲ ବା ନିଜସ୍ୱ କ୍ରିଏଟିଭିଟିରୁ ତିଆରି କରାଯାଇଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍ତି ପାଇଁ ତିଆରି କରାଯାଇଥାଏ । ଯଦିଓ ଦେଖାଯାଏ ତ ଆଜିର ଯୁଗରେ ପର୍ସନାଲ ଭଳି କିଛି ରହିନାହିଁ । ଏହା ଘରୋଇ ବିଷୟ ହେଉ କିମ୍ବା କୌଣସି ରୀତିନୀତି ହେଉ, ବର୍ତ୍ତମାନ ଭିଡିଓ ପ୍ରସ୍ତୁତ କରାଯାଇଥାଏ ଏବଂ ସମସ୍ତଙ୍କ ପାଇଁ ସେୟାର କରାଯାଇଥାଏ । କିନ୍ତୁ ଯେତେବେଳେ ଦମ୍ପତି ବିବାହର ପ୍ରଥମ ରାତିର ଭିଡିଓ (Marriage First Night Video) ଅର୍ଥାତ୍ ଚଉଠି ରାତିର ଭିଡିଓ ସେୟାର କରନ୍ତି ସେତେବେଳେ ଏହା ମର୍ଯ୍ୟଦାର ସୀମା ଲଙ୍ଘିଯାଏ । କିନ୍ତୁ ଏହା ଘଟିଛି ଓ ଲୋକମାନେ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦମ୍ପତି ଦ୍ୱାରା ଲେଖାଯାଇଛି ଯେ, 'ଆମେ କିପରି ଆମର ବିବାହ ରାତି କଟାଇଲୁ' (How we spent our wedding night) । ଅବଶ୍ୟ, ଏହା ମଧ୍ୟ କିଛି ବ୍ୟକ୍ତିଗତ ମୁହୂର୍ତ୍ତର ଏକ ଅବଧି, ଯାହା ସମସ୍ତଙ୍କ ଆଗରେ ଆସି ନପାରେ । ସୋସିଆଲ ମିଡିଆ ୟୁଜର୍ସମାନେ କେବଳ ଏ ବିଷୟରେ ପ୍ରଶ୍ନ ଉଠାଇଛନ୍ତି ।

ଦମ୍ପତିଙ୍କ ଭିଡିଓ ପାଖାପାଖି ୨୭ ହଜାର ଲାଇକ୍ ପାଇଛି ଓ ଖୁବ୍ ଶୀଘ୍ର ଭାଇରାଲ ହୋଇଯାଇଛି । ଏହା ଉପରେ ଅନେକ କମେଣ୍ଟ ମଧ୍ୟ ଅଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ବର ଓ କନ୍ୟାର ଏହି ଭିଡିଓ 493k ରୁ ଅଧିକ ଭ୍ୟୁ ପାଇଛି । ଜଣେ ୟୁଜର ଲେଖିଛନ୍ତି, 'ଲୋକମାନେ କାହିଁକି ଇଣ୍ଟରନେଟରେ ଏଭଳି ମୁହୂର୍ତ୍ତର ପୋଷ୍ଟ କରନ୍ତି? କିଛି ମୁହୂର୍ତ୍ତକୁ ବ୍ୟକ୍ତିଗତ ଭାବରେ ରଖାଯିବା ଏବଂ ସମ୍ମାନିତ କରାଯିବା ଉଚିତ୍ ।' ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ, 'ଚଉଠି ରାତିର ଭିଡିଓ ବି ଓଲଲୋଡ କରିଦେଇଛ, ଏହା ଘୋର କଳିଯୁଗ ।'

VIDEO:-https://www.instagram.com/reel/CoWXZerDip5/?utm_source=ig_embed&ig_rid=b...

ଅଧିକ ପଢ଼ନ୍ତୁ:-କିଏ ସେ ଆଦିଲ ଖାନ ଦୁର୍ରାନୀଙ୍କ ଗର୍ଲଫ୍ରେଣ୍ଡ? ଯାହାଙ୍କ ଯୋଗୁଁ ଭାଙ୍ଗିଲା ରାକ୍ଷୀ ସାୱନ୍ତଙ୍କ ସୁନାର ସଂସାର!

ଅଧିକ ପଢ଼ନ୍ତୁ:-ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ

ଅଧିକ ପଢ଼ନ୍ତୁ:-ପିଏମ କିସାନ ହିତାଧିକାରୀଙ୍କ ପାଇଁ ଖରାପ ଖବର; କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ମୁଣ୍ଡରେ ହାତ ଦେଇ ବସିବେ ଚାଷୀ!

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଋଷଭ ପନ୍ତ ଦେଲେ ବହୁତ ବଡ଼ ସୂଚନା

Read More
{}{}