Hindi News >>Home >>Odisha Trending

E-Filling: ୨ଦିନ ବନ୍ଦ ରହିବ ଇ-ଫାଇଲିଂ ପୋର୍ଟାଲ

ଭୁବନେଶ୍ୱର: ଆୟକର ଇଫାଇଲିଂ ପୋର୍ଟାଲ ଦୁଇଦିନ ପାଇଁ ବନ୍ଦ କରହିବ। ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ହେତୁ ଏହାକୁ ବନ୍ଦ ରଖାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ କୌଣସି ଆୟକର ଦାତା ଏହି ସମୟରେ ସେମାନଙ୍କ ରିଟର୍ଣ୍ଣ ଫାଇଲ୍‍ କରିପାରିବେ ନାହିଁ।  ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯ, ଯେ ଇ-ଫାଇଲିଂ ପୋର୍ଟାଲରେ ଟିକସଦାତାଙ୍କ ସେବା

Advertisement
E-Filling: ୨ଦିନ ବନ୍ଦ ରହିବ ଇ-ଫାଇଲିଂ ପୋର୍ଟାଲ
Stop
Zee Odisha Desk|Updated: Jan 31, 2024, 10:23 PM IST

E-Filling: ଭୁବନେଶ୍ୱର: ଆୟକର ଇଫାଇଲିଂ ପୋର୍ଟାଲ ଦୁଇଦିନ ପାଇଁ ବନ୍ଦ କରହିବ। ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ହେତୁ ଏହାକୁ ବନ୍ଦ ରଖାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ କୌଣସି ଆୟକର ଦାତା ଏହି ସମୟରେ ସେମାନଙ୍କ ରିଟର୍ଣ୍ଣ ଫାଇଲ୍‍ କରିପାରିବେ ନାହିଁ। 
ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯ, ଯେ ଇ-ଫାଇଲିଂ ପୋର୍ଟାଲରେ ଟିକସଦାତାଙ୍କ ସେବା ଫେବୃୟାରୀ ୩ ତାରିଖ ଶନିବାର ଅପରାହ୍ନ ୨ଟାରୁ ସୋମବାର ଫେବୃୟାରୀ ୫ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟ ମଧ୍ୟରେ  ବ୍ୟବସ୍ଥାରେ ବୈଷୟିକ ଉନ୍ନତି ସହିତ ଜଡ଼ିତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ କରାଯିବ। ଏଣୁ ଏହି ସମୟ ଅବଧିରେ ସମସ୍ତ କାରବାର ବନ୍ଦ ରହିବ।

Read More
{}{}