Hindi News >>Home >>Odisha State

Rayagada News: ଟ୍ରାଏଲ ରନ ବେଳେ ଦୁଇ ଜଣଙ୍କ ଉପରେ ଚଢିଗଲା ଟ୍ରେନ

ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଟ୍ରେନ ଲାଇନରେ ମୃତଦେହକୁ ରଖି ଆନ୍ଦୋଳନରେ ବସିଥିବା ସୂଚନା ରହିଛି। 

Advertisement
Rayagada News: ଟ୍ରାଏଲ ରନ ବେଳେ ଦୁଇ ଜଣଙ୍କ ଉପରେ ଚଢିଗଲା ଟ୍ରେନ
Stop
Zee Odisha Desk|Updated: Jan 25, 2024, 09:11 AM IST

Rayagada News: ରାୟଗଡ଼ା: ଟ୍ରାଏଲ ରନ ସମୟରେ ଦୁଇ ଜଣଙ୍କ ଉପରେ ଚଢିଗଲା ଟ୍ରେନ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଏକ ଦୁଃଖଦ ଖବର ରାୟଗଡ଼ାରୁ ସାମ୍ନାକୁ ଆସିଛି। ଏହି ଘଟଣାଟି ଘଟିଛି ରାୟଗଡ଼ାର ଦେବଦାଲଗୁଡ଼ାରେ। ରାୟଗଡ଼ାରୁ ସିଂହପୁରକୁ ତୃତୀୟ ଲାଇନରେ ଟ୍ରାଏଲ ରନ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ତେବେ ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଟ୍ରେନ ଲାଇନରେ ମୃତଦେହକୁ ରଖି ଆନ୍ଦୋଳନରେ ବସିଥିବା ସୂଚନା ରହିଛି। 

Read More
{}{}