PHOTOS

ଲୋକସେବା ଭବନରେ ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରତିଘରେ ତିରଙ୍ଗା ଉଡ଼ାଇ ସେଲ୍ଫି ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisement
1/5

ଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

2/5

ମୁଖ୍ୟମନ୍ତ୍ରୀ ତିରଙ୍ଗା ଉଡ଼ାଇବା ସହ ଜୟ ହିନ୍ଦ ଲେଖି ଜାତୀୟତାବାଦକୁ ପ୍ରୋତ୍ସାହିତ କରିଛନ୍ତି। 

3/5

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି। 

4/5

ପ୍ରତିଘରେ ତିରଙ୍ଗା ଉଡ଼ାଇ ସେଲ୍ଫି ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

5/5

ଜାତୀୟତାବୋଧ ଭାବନା, ତିରଙ୍ଗାକୁ ସମ୍ମାନ ତଥା ଭାରତୀୟତା ପ୍ରତି ଗୌରବ ଆଣିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।





Read More