Hindi News >>Home >>Odisha State

Vigilance Raid: ଏମ୍‍ଭିଆଇଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ଉ

Vigilance Raid: ଭୁବନେଶ୍ୱର: ନୟାଗଡ଼ ପରିବହନ ବିଭାଗ ଏମ୍‍ଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଆୟ ବହିର୍ଭୁତ ମାମଲାକୁ ନେଇ ଭିଜିଲାନ୍ସ ଚଢ଼ଉ କରିଛି। ଏକ ସଙ୍ଗେ ରାଜ୍ୟ ଭିଜିଲାନ୍ସର ୬ ଡିଏସ୍‍ପି, ୩ ଇନ୍ସପେକ୍ଟର, ୮ ଏଏସ୍‍ଆଇ ଏବଂ ଅନ୍ୟ ଷ୍ଟାଫ୍‍ଙ୍କ ଦ୍ୱାରା ଆଜି ସକାଳୁ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରାଯାଇଛି।

Advertisement
Vigilance Raid: ଏମ୍‍ଭିଆଇଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ଉ
Stop
Zee Odisha Desk|Updated: Jan 09, 2024, 11:20 AM IST

Vigilance Raid: ଭୁବନେଶ୍ୱର: ନୟାଗଡ଼ ପରିବହନ ବିଭାଗ ଏମ୍‍ଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଆୟ ବହିର୍ଭୁତ ମାମଲାକୁ ନେଇ ଭିଜିଲାନ୍ସ ଚଢ଼ଉ କରିଛି। ଏକ ସଙ୍ଗେ ରାଜ୍ୟ ଭିଜିଲାନ୍ସର ୬ ଡିଏସ୍‍ପି, ୩ ଇନ୍ସପେକ୍ଟର, ୮ ଏଏସ୍‍ଆଇ ଏବଂ ଅନ୍ୟ ଷ୍ଟାଫ୍‍ଙ୍କ ଦ୍ୱାରା ଆଜି ସକାଳୁ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରାଯାଇଛି। ଭୁବନେଶ୍ୱର, କଟକ ଏବଂ ନୟାଗଡ଼ରେ ଥିବା ତାଙ୍କ ଭଡ଼ାଘର ସମେତ ଅନ୍ୟ ସମ୍ପତ୍ତିରେ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଶୈଳଶ୍ରୀ ବିହାର, ପାଣ୍ଡରା ଘର ସମେତ ସେ ରହୁଥିବା ନୟାଗଡ଼ର ଭଡ଼ାଘର, ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ ପ୍ରକୋଷ୍ଠ, କଟକ ସେଲେପୁରରେ ଥିବା ତାଙ୍କ ପୈତ୍ୟକ ଘର, ଖୋର୍ଦ୍ଧା ଗୋବିନ୍ଦପୁର ଏବଂ ଭୁବନେଶ୍ୱର ପାଣ୍ଡରାରେରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଏକ ସଙ୍ଗା ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି। ତଦନ୍ତ ଜାରି ରହିଛି ଏବଂ ପରବର୍ତ୍ତୀ ସମୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Read More
{}{}