Hindi News >>Home >>Odisha State

Odisha News: ମାତିଛନ୍ତି ଲୁଟେରା, ବାଲିମ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍

Odisha News: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଲିମ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ଆସବାବତ୍ର ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗିବା ସହ ଏହି ପରିସରେ ଥିବା ଆମ ବ୍ଯାଙ୍କର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି।  

Advertisement
Odisha News: ମାତିଛନ୍ତି ଲୁଟେରା, ବାଲିମ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍
Stop
Abhaya mohanty|Updated: Jul 14, 2024, 01:19 PM IST

Odisha News: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଲିମ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ଆସବାବତ୍ର ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗିବା ସହ ଏହି ପରିସରେ ଥିବା ଆମ ବ୍ଯାଙ୍କର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି।  ଆଜି ସକାଳେ ସ୍ଥାନୀୟ ଲୋକେ କାର୍ଯ୍ଯାଳୟର ତାଲା ଭାଙ୍ଗି ପଡିଥିବାର ଦେଖି ପଞ୍ଚାୟତର ସରପଞ୍ଚଙ୍କୁ ଖବର ଦେବା ସହ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଛି ଦିନ ପୂର୍ବରୁ ଦୁବୃର୍ତ୍ତମାନେ ଦୁଡପଳ ପଞ୍ଚାୟତ କାର୍ଯ୍ଯାଳୟର ତାଲ ଭାଙ୍ଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇ ଥିଲେ। ତେବେ ଏସବୁ ପଞ୍ଚାୟତରେ ଚୋରି ହୋଇଛି ନା କୌଣସି ଘୋଟଲାକୁ ଲୁଚାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟ ସଠିକ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ALSO READ: Career Horoscope Today: ଆଜି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ସିଦ୍ଧି ଯୋଗ ପ୍ରଭାବରୁ ବ୍ୟବସାୟରେ ମିଳିବ ଦ୍ବିଗୁଣିତ ଲାଭ ସାଙ୍ଗକୁ...

Read More
{}{}