Hindi News >>Home >>Odisha State

Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ

Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ। ହରିଣଟିକୁ ଉଦ୍ଧାର କରିବା ପାଇଁ ବନ୍ଦର ଟକବୋଟ୍ ନିୟୋଜିତ ହୋଇଛି । କୌଣସି କାରଣରୁ ହରିଣଟି ବନ୍ଦର ଜେଟିରୁ ସମୁଦ୍ର ମଧ୍ୟକୁ ଖସି ପଡିଥିବା ଅନୁମାନ କରାଯାଉଥିବା ବେଳେ ହରିଣଟି କିପରି ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।   

Advertisement
Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ
Stop
Narayan Behera|Updated: May 06, 2024, 04:22 PM IST

Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ। ହରିଣଟିକୁ ଉଦ୍ଧାର କରିବା ପାଇଁ ବନ୍ଦର ଟକବୋଟ୍ ନିୟୋଜିତ ହୋଇଛି । କୌଣସି କାରଣରୁ ହରିଣଟି ବନ୍ଦର ଜେଟିରୁ ସମୁଦ୍ର ମଧ୍ୟକୁ ଖସି ପଡିଥିବା ଅନୁମାନ କରାଯାଉଥିବା ବେଳେ ହରିଣଟି କିପରି ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାରାଦୀପ ବନ୍ଦର ମେରାଇନ୍ କର୍ମଚାରୀମାନେ ହରିଣ ଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜ ନିକଟରେ ହରିଣଟି ଫସି ରହିଥିବା ବେଳେ କେନ୍ଦ୍ରାପଡା ଅଞ୍ଚଳ ଜଙ୍ଗଲ ମଧ୍ୟରୁ ସମୁଦ୍ର ମଧ୍ୟକୁ ପଳାଇ ଆସିଥାଇ ପାରେ ବୋଲି କୁହାଯାଉଛି। ତେବେ ପାରାଦୀପ ବନ୍ଦର ମେରାଇନ୍ କର୍ମଚାରୀ ମାନେ ହରିଣଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରୀ ରଖିଥିବା ବେଳେ କୁଜଙ୍ଗ ବନଖଣ୍ଡ ବିଭାଗକୁ ଖବର ଦିଆ ଯାଇଥିବା ଜଣାପଡିଛି।

ALSO READ: Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Read More
{}{}