Hindi News >>Home >>Odisha State

Odisha Govt Holiday: ୨୮ ତାରିଖ ସରକାରୀ ଛୁଟି, କାହିଁକି ଜାଣନ୍ତୁ

Odisha Govt Holidays 2023: ସେପ୍ଟମ୍ବର ୨୮ ତାରିଖ ଗୁରୁବାରକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି ଓଡ଼ିଶା ସରକାରୀ।

Advertisement
Odisha Govt Holiday: ୨୮ ତାରିଖ ସରକାରୀ ଛୁଟି, କାହିଁକି ଜାଣନ୍ତୁ
Stop
Zee Odisha Desk|Updated: Sep 26, 2023, 04:33 PM IST

Prophet Muhammads Birthday: ଆସନ୍ତା ୨୮ ତାରିଖ ଗୁରୁବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ଛୁଟି ଘୋଷଣା କରିଛନ୍ତି। ଏନେଇ ଗୁରୁବାର ଜାରି ହୋଇଥିବା ବିଜ୍ଞପ୍ତି ମାଧ୍ୟମରେ ଏହି ଛୁଟି ବିଷୟରେ କୁହାଯାଇଛି। 

ଇସ୍‍ଲାମ୍‍ ଧର୍ମର ପ୍ରବର୍ତ୍ତକ (prophet muhammad the founder of islam) ପୈଗମ୍ବର ମହମ୍ମଦଙ୍କ ଜୟନ୍ତୀ (Prophet Muhammads Birthday) ପାଳନ ଲାଗି ଏହି ଛୁଟି ଘୋଷଣା କରାଯାଇଛି। ପୂର୍ବରୁ ସରକାରୀ କ୍ୟାଲେଣ୍ଡର (Odisha Govt Calendre) ଅନୁସାରେ ସେପ୍ଟମ୍ବର ୨୯ ତାରିଖ ଶୁକ୍ରବାରକୁ ମହାପୁରଷ ମହମ୍ମଦଙ୍କ ଜନ୍ମ ଦିନ ଭାବେ ଘୋଷଣା କରାଯାଇଛି। ହେଲେ ପରବର୍ତ୍ତୀ ସମୟରେ ଏହି ପବିତ୍ର ଦିନକୁ ସେପ୍ଟମ୍ବର ୨୮ ତାରିଖ ଗୁରୁବାର ଧାର୍ଯ୍ୟ କରାଯାଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ସେପ୍ଟମ୍ବର ୨୮ ତାରିଖ ଗୁରୁବାର କୋର୍ଟ ମଧ୍ୟ ଦିନ ବନ୍ଦ ରହିବ।

Read More
{}{}