Hindi News >>Home >>Odisha State

Assembly Session: ୫ରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ। ଅଧିବେଶନ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ନିର୍ବାଚନ ପୂର୍ବରୁ ଷୋଡ଼ଷ ବିଧାନସଭାର ଏହା ହେବ ଶେଷ ଅଧିବେଶନ।  ସୂଚନାଯୋଗ୍ୟ ଆ

Advertisement
Assembly Session: ୫ରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ
Stop
Zee Odisha Desk|Updated: Jan 19, 2024, 02:03 PM IST

Assembly Session: ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ। ଅଧିବେଶନ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ନିର୍ବାଚନ ପୂର୍ବରୁ ଷୋଡ଼ଷ ବିଧାନସଭାର ଏହା ହେବ ଶେଷ ଅଧିବେଶନ। 

ସୂଚନାଯୋଗ୍ୟ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ। ଜାନୁଆରୀ ୩୧ରୁ ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ। ତେବେ ଫେବ୍ରୁଆରୀ ୧ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର ।

Read More
{}{}