Hindi News >>Home >>Odisha State

Odisha Election 2024: ପ୍ରାର୍ଥୀପତ୍ର ଦାଖଲ କଲେ ଆନନ୍ଦପୁର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆନନ୍ଦପୁର ବିଜେପି ପ୍ରାର୍ଥୀ ଆଲୋକ ସେଠୀ। ହଜାର ହଜାର ସମର୍ଥକଙ୍କ କାର୍ଯ୍ୟକର୍ତ୍ତା ଗହଣରେ ହାଟଡିହି ବ୍ଲକ୍ ଅଞ୍ଚଳରୁ ବାହାରି ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ କାର୍ଯ୍ଯଳୟଠାରେ

Advertisement
Odisha Election 2024: ପ୍ରାର୍ଥୀପତ୍ର ଦାଖଲ କଲେ ଆନନ୍ଦପୁର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ
Stop
Abhaya mohanty|Updated: Apr 30, 2024, 11:58 AM IST

Odisha Election 2024: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆନନ୍ଦପୁର ବିଜେପି ପ୍ରାର୍ଥୀ ଆଲୋକ ସେଠୀ। ହଜାର ହଜାର ସମର୍ଥକଙ୍କ କାର୍ଯ୍ୟକର୍ତ୍ତା ଗହଣରେ ହାଟଡିହି ବ୍ଲକ୍ ଅଞ୍ଚଳରୁ ବାହାରି ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ କାର୍ଯ୍ଯଳୟଠାରେ ପହଁଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆଲୋକ।

ତେବେ ଆଲୋକଙ୍କ ସହିତ ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଉପସ୍ଥିତ ରହି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆଲୋକ ନିଜ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଲୋକେ ଏଥର ବିଜେପି ସହ ଅଛନ୍ତି ଓ ଜିତିବାନେଇ ସେ ଖୁବ୍ ଆଶାବାଦି ଥିବା ଆଲୋକ କହିଛନ୍ତି।

{}{}