Hindi News >>Home >>Odisha State

Medical College: ଏହି ସବୁ ଜିଲ୍ଲାରେ ଖୋଲିବ ୩ଟି ମେଡିକାଲ କଲେଜ


Medical College: ରାଜ୍ୟରେ ଖୁବଶିଘ୍ର ଖୋଲିବ ଆଉ ୩ଟି ମେଡିକାଲ କଲେଜ୍ । ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ରାଜ୍ୟରେ ମେଡିକାଲ୍ କଲେଜ୍ ହେବା ନେଇ କଟକରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisement
Medical College: ଏହି ସବୁ ଜିଲ୍ଲାରେ ଖୋଲିବ ୩ଟି ମେଡିକାଲ କଲେଜ
Stop
Narmada Behera|Updated: Jul 13, 2024, 06:57 AM IST

Medical College: ରାଜ୍ୟରେ ଖୁବଶିଘ୍ର ଖୋଲିବ ଆଉ ୩ଟି ମେଡିକାଲ କଲେଜ୍ । ଯାଜପୁର, କନ୍ଧମାଳ ଓ ତାଳଚେର ଠାରେ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମ ହେବ ବୋଲି  ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗା କହିଛନ୍ତି।    ଯାଜପୁରରେ୫୦ ସିଟ୍ ବିଶିଷ୍ଟ  ମେଡିକାଲ୍ କଲେଜ ପାଇଁ  ମେଡିକାଲ କାଉନସିଲରୁ ଅନୁମତି ମିଳି ସାରିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କନ୍ଧମାଳ ଓ ତାଳଚେର ନିମନ୍ତେ ଖୁବଶିଘ୍ର ଆବେଦନ କରାଯିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ରାଜ୍ୟରେ ମେଡିକାଲ୍ କଲେଜ୍ ହେବା ନେଇ କଟକରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର ?

ALSO READ: Weather Update: ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Read More
{}{}