Hindi News >>Home >>Odisha Sports

IND vs ENG Live: ଦ୍ୱିତୀୟ ସେମିଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟ

IND vs ENG: ଆଡିଲେଡରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Nov 10, 2022, 04:43 PM IST
LIVE Blog

India vs England T20 world cup live score 2022: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଏକପାଖିଆ ଭାବେ ମ୍ୟାଚକୁ ଜିତିନେଇଛି । ଏହି ମ୍ୟାଚରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ରବିବାର ଦିନ ଇଂଲଣ୍ଡ ପାକିସ୍ତାନ ସହିତ ଫାଇନାଲରେ ମୁହାଁମୁହିଁ ହେବେ । ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୬୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୨୪ ଟି ବଲ ବାକି ଥାଇ କୌଣସି ୱିକେଟ୍ ନ ହରାଇ ମ୍ୟାଚକୁ ଜିତିନେଇଛି ।

Read More
{}{}