Hindi News >>Home >>Odisha Sports

IND VS AUS Final LIVE Score: ବିଶ୍ୱକପ ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

ଆଜି ରବିବାର ନଭେମ୍ବର ୧୯ ତାରିଖରେ ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଇଛି। ଏଥିରେ ଅଷ୍ଟ୍ରେଲିଆ ଦଳ ଚାମ୍ପିଅନ ହୋଇଛି। 

Advertisement
IND VS AUS Final LIVE Score: ବିଶ୍ୱକପ ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ
Stop
Zee Odisha Desk|Updated: Nov 19, 2023, 09:27 PM IST
LIVE Blog

ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତକୁ ୬ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ଟ୍ରେଭିସ ହେଡ଼ଙ୍କ ଶତକୀୟ ଇନିଂସ ଓ ମାର୍ସନ ଲାବୁସେନଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ସହଜରେ ଏହି ବିଜୟ ହାସଲ କରିନେଇଛି ଅଷ୍ଟ୍ରେଲିଆ। ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ମାତ୍ର ୪ଟି ୱିକେଟ ହରାଇ ସହଜରେ ବିଜୟ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ। 

ଆଜିର ଲାଇଭ ବ୍ଲଗକୁ ଏଠାରେ ସମାପ୍ତ କରୁଛୁ। ଶୁଭରାତ୍ରୀ। 

Read More
{}{}