Hindi News >>Home >>Odisha Sports

IND vs ZIM T20 WC LIVE: ଭାରତରେ ଚମତ୍କାର ବୋଲିଂ, ୭୧ ରନରେ ପରାସ୍ତ ହେଲା ଜିମ୍ବାୱେ

IND vs ZIM T20 WC LIVE: ଟି-୨୦ ବିଶ୍ୱକପ ସୁପର-୧୨ ର ଶେଷ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । 

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Nov 06, 2022, 04:58 PM IST
LIVE Blog

India vs Zimbabwe LIVE Scorecard: ଟି-୨୦ ବିଶ୍ୱକପ ସୁପର-୧୨ ର ଶେଷ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜିମ୍ବାୱେ ଦଳ ୧୧୫ ରନ୍ କରି ଅଲଏ ଆଉଟ ହୋଇଯାଇଥିଲା । ଭାରତ ତରଫରୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଅନ୍ୟପକ୍ଷରେ ସୁର୍ଯ୍ୟକୁମାର ଯାଦବ ୬୧ ରନରେ ଅପରାଜିତ ରହିଥିଲେ । ବିରାଟ କୋହଲିଙ୍କୁ ମଧ୍ୟ ଭଲ ଲୟରେ ଦେଖିବାକୁ ମିଳିଥିଲା । ସେ ୨୫ ବଲରେ ୨୬ ରନ୍ ସଂଗ୍ରହ କରିଥିଲେ ।

Read More
{}{}