Hindi News >>Home >>Odisha Sports

IND vs SL 1st ODI Live score updates: ଭାରତର ବିରାଟ ବିଜୟ

India vs Sri Lanka ODI 2023 Live Scorecard: ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ ଗିଲ ପାଳି ଆରମ୍ଭ କରିଛନ୍ତି। 

Advertisement
IND vs SL 1st ODI Live score updates: ଭାରତର ବିରାଟ ବିଜୟ
Stop
Zee Odisha Desk|Updated: Jan 10, 2023, 09:25 PM IST
LIVE Blog

India vs Sri Lanka ODI 2023 Live Scorecard: ଆଜି ଭ୍ରମଣକାରୀ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯାଇଛି ପ୍ରଥମ ଦିନିକିଆ। ଗୌହାଟିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଶ୍ରୀଲଙ୍କା ଦଳ। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ତେବେ ବିରାଟଙ୍କ ଶତକ ଏବଂ ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୬୭ ରନରେ ବିଜୟ ହାସଲ କରିଛି। ଏହା ସହିତ ଭାରତ ୧-୦ରେ ସିରିଜ ଅଗ୍ରଣୀ ରହିଛି।

Read More
{}{}