Hindi News >>Home >>Odisha Sports

IND vs ENG T20 Final Live Score: ପ୍ରଥମ ଥର ବିଶ୍ୱ ଚାମ୍ପିୟନ ହେଲା ଭାରତର ମହିଳା

U19 Women's T20 World Cup 2023 Final: ଭାରତ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିନେଇଛି । ଇଂଲଣ୍ଡ ଦଳ ମାତ୍ର ୬୮ ରନ୍ କରି ଆଉଟ୍ ହୋଇଯାଇଥିଲା । ଜିତିବା ପାଇଁ ଭାରତ ୬୯ ରନ୍‌ର ଏକ ଛୋଟ ଲକ୍ଷ୍ୟ ଦରକାର ଥିଲା । ଯାହାକୁ ଜିତି ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଆଇସିସି ମହିଳା ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ହାସଲ କରିଛି ।

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Jan 29, 2023, 08:11 PM IST
LIVE Blog

U19 Women's T20 World Cup 2023 Final: ଭାରତର ଝିଅ ଇତିହାସ ସୃଷ୍ଟି କରିଛନ୍ତି । ଇଂଲଣ୍ଡକୁ ପରାସ୍ତ କରି ଭାରତ ପ୍ରଥମ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି । ଫାଇନାଲରେ ଭାରତ ଇଂଲଣ୍ଡ ଦଳକୁ ୭ ୱିକେଟରେ ପରାସ୍ତ କରି ଚମତ୍କାର ବିଜୟ ହାସଲ କରିଛି । ଏହା ସହ ଭାରତର ମହିଳା କ୍ରିକେଟ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଛି । ପ୍ରଥମେ ବୋଲରମାନେ ଘାତକ ବୋଲିଂ କରି ଇଂଲଣ୍ଡ ଦଳକୁ ୬୮ ରନରେ ସୀମିତ ରଖିଥିଲେ, ଯାହା ପରେ ଭାରତ ୧୪ ଓଭରରେ ଲକ୍ଷ୍ୟ ହାସଲ କରି ବିଶ୍ୱକପ ଟାଇଟଲ କବଜା କରିଥିଲା ।

Read More
{}{}