Hindi News >>Home >>Odisha Politics

BJD Candidate List 2024: ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି

BJD MLA Candidate: ଶୁକ୍ରାବାର ବିଜୁ ଜନତା ଦଳ ୯ ବିଧାନସଭା ଆସନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Advertisement
BJD Candidate List 2024: ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି
Stop
Zee Odisha Desk|Updated: Apr 11, 2024, 06:37 PM IST

BJD MLA Candidate List 2024: ଶୁକ୍ରବାର ବିଜୁ ଜନତା ଦଳ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି। ତୃତୀୟ ପର୍ଯ୍ୟାୟରେ ଦଳ ୯ ବିଧାନସଭା ଆସନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୦୮ ସିଟ୍ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

କେଉଁ ଆସନରୁ କାହାକୁ ମିଳିଲା ଟିକେଟ?

  • ରେଙ୍ଗାଲି-ସୁଦର୍ଶନ ହରିପାଲ
  • ରାଉରକେଲା-ଶାରଦ ପ୍ରସାଦ
  • ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କି
  • କେଉଁଝର-ମୀନା ମାଝୀ
  • ରାଇରଙ୍ଗପୁର-ରାୟସେନ ମୁର୍ମୁ
  • ବାଲେଶ୍ୱର-ସ୍ୱରୂପ କୁମାର ଦାସ
  • କଟକ ବାରବାଟି-ପ୍ରକାଶ ଚନ୍ଦ୍ର ବେହେରା
  • ସାଲେପୁର-ପ୍ରଶାନ୍ତ ବେହେରା
  • ଭୁବନେଶ୍ୱର ଜୟଦେବ-ନବକିଶୋର ମଲ୍ଲିକ
  •  
Read More
{}{}