Hindi News >>Home >>Odisha Politics

BJP: ଆଉ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି, ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

Odisha Election 2024: ଆଉ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ରାଉରକେଲାରୁ ବିଜେପି ଦିଲ୍ଲୀପ ରାୟଙ୍କୁ କରିଥିବା ବେଳେ ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ, ସାରସକଣାରୁ ଭାଦବ ହାଁସଦା ଟିକେଟ୍‌ ପାଇଛନ୍ତି।

Advertisement
BJP: ଆଉ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି, ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ
Stop
Payal Priyadarshini|Updated: Apr 16, 2024, 12:13 PM IST

Odisha Election 2024: ଆସିଲା ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଆଉ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ରାଉରକେଲାରୁ ବିଜେପି ଦିଲ୍ଲୀପ ରାୟଙ୍କୁ କରିଥିବା ବେଳେ ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ, ସାରସକଣାରୁ ଭାଦବ ହାଁସଦା ଟିକେଟ୍‌ ପାଇଛନ୍ତି। ସେପଟେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଯାହାକୁ ମିଶାଇ ବର୍ତ୍ତମାନ ଯାଏଁ ୧୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବିଜେପି ।

ପ୍ରାର୍ଥୀ ତାଲିକା

1-ରାଉରକେଲା- ଦିଲ୍ଲୀପ ରାୟ

2-ପାଟଣା- ଅଖିଲ ଚନ୍ଦ୍ର ନାୟକ

3-ସାରସକଣା- ଭାଦବ ହାଁସଦା

4-ରାଇରଙ୍ଗପୁର- ଜୋଲେନ ବରଦା

5-ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ

6-ମୋହନା- ପ୍ରଶାନ୍ତ ମଲ୍ଲିକ

7-ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା

8-ରାୟଗଡ଼ା- ବସନ୍ତ ଉଲାକା

9-ଲକ୍ଷ୍ମୀପୁର- କୈଳାସ କୁଲେସିକା

10-କୋଟପାଡ- ରୁପୁ ଭତ୍ରା

11-ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

12-ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶା

13-କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

 14-ଝରିଗାଁ- ନରସିଂହ ଭତ୍ରା

15-ଡାବୁଗାଁ- ସୋମନାଥ ପୂଜାରୀ

16-ରାଜନଗର- ଲଳିତ ବେହେରା

17-ବାଲିକୁଦା-ଏରସମାରୁ ସତ୍ୟସାରଥି ମହାନ୍ତି

18- ଜଗତସିଂହପୁର- ଅମରେନ୍ଦ୍ର ଦାଶ

19-କାକଟପୁର- ବାଇଧର ମଲ୍ଲିକ

20-ରଣପୁର- ସୁରମା ପାଢ଼ୀ

21- ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ହୋଇଛନ୍ତି ।

Also Read- Rukuna Rath Yatra 2024: କାହିଁକି ରଥର ନାଁ 'ରୁକୁଣା ରଥ' ? ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ

Read More
{}{}