PHOTOS

Lipsa Mishra: ଫ୍ୟାନ୍ସଙ୍କ ମନ କିଣେ ଲିପ୍ସାଙ୍କ ଟ୍ରାଡି଼ସନାଲ ଲୁକ୍, ଦେଖନ୍ତୁ ଫଟୋ

Lipsa Mishra: ଓଲିଉଡ଼ର ଚୁଲବୁଲି ନାୟିକା ହେଉଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର (Ollywood Actress Lipsa Mishra)। ଓଡିଆ ଆଲବମ୍ ସମେତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ୨୭ରେ ସେ ହାତକୁ ଦି ହାତ ହୋଇଛନ୍ତି । ଅଭିନେତ୍ରୀ ବିବାହ ପରେ ଅଭିନୟ ଜଗତକୁ ଫେରିଛନ୍ତି । 

Advertisement
1/6

ଲିପ୍ସା ମିଶ୍ର, ଓଲିଉଡ଼ ଜଗତର ଜଣାଶୁଣା ନାଁ ।   

2/6

ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ଭାଗ ନେଇ ବିଜୟୀନି ହୋଇଥିଲେ।

 

3/6

ପରେ ମେଗା ଧାରାବାହିକ ‌ ‘କିଛି ଲୁହ ପିଇଯାଏ ଓଠ‌’ରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ । 

4/6

୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍‌‌ସା।  ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍‌‌’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା।

5/6

ଲିପ୍ସା ମଧ୍ୟ କେତେକ ମେଗା ଧାରାବାହିକରେ ଅଭିନୟ କରିଛନ୍ତି । 

6/6

ଅଭିନେତ୍ରୀ  ଲିପ୍ସା ମିଶ୍ର(Ollywood Actress Lipsa Mishra) ଚଳିତ ବର୍ଷ ଫେବୃଆରୀ ୨୭ରେ ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ବିବାହ କରିଛନ୍ତି । 





Read More