PHOTOS

ଅମିତାଭ KBC ହୋଷ୍ଟ କରନ୍ତୁ ଏକଥା ଚାହୁଁନଥିଲେ ଜୟା, ଜାଣନ୍ତୁ କାରଣ

Advertisement
1/5

‘କୌନ ବନେଗା କରୋଡ଼ପତି’ରେ ବିଗ ବିଙ୍କ ଉପସ୍ଥାପନା ଏହି ସୋ’ ଆହୁରି ଖାସ୍ କରାଇଥାଏ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ କେବିସିର ଉପସ୍ଥାପକ ହେବା ପାଇଁ ଅମିତାଭ ବଚ୍ଚନ ନେଇଥିବା ନିଷ୍ପତ୍ତିରେ ଜୟା ବଚ୍ଚନ ଆଦୌ ଖୁସି ନଥିଲେ।

2/5

ଏକ ସାକ୍ଷାତକାରରେ ଜୟା ବଚ୍ଚନ ଏନେଇ ଖୁଲାସା କରିଛନ୍ତି । ସେ କହିଥିଲେ ଯେ, ଅମିତାଭ ବଚ୍ଚନ ଯେତେବେଳେ ନିଜ କ୍ୟାରିୟରେ ଏକ ଖରାପ ସମୟ ଦେଇ ଗତି କରୁଥିଲେ ସେ ସମୟରେ ତାଙ୍କୁ କୌନ ବନେଗା କରୋଡ଼ପତି (KBC) ହୋଷ୍ଟ କରିବା ନେଇ ଅଫର ମିଳିଥିଲା ।

3/5

‘ତେବେ ଏହି ଅଫରକୁ ବିଗ୍ ଗି ଗ୍ରହଣ କରିଥିଲେ । କିନ୍ତୁ ମୁଁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲି’ ।

4/5

'ବଡ଼ ପରଦାରେ କାମ କରିବା ପରେ ଅମିତାଭ ଛୋଟ ପରଦାରେ ଉପସ୍ଥାପକ ଭାବେ କାର୍ଯ୍ୟ କରନ୍ତୁ ବୋଲି ମୁଁ ଆଦୌ ଚାହୁଁନଥିଲି'। ହେଲେ ପରେ ବିଗ ବିଙ୍କ ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଠିକ୍ ଥିଲା ‌ବୋଲି ଜୟା କହିଛନ୍ତି ।

5/5

ଏବେ କେବିସିର ୧୫ତମ ସିଜିନ୍ ଚାଲିଥିବା ବେଳେ ସୋ’କୁ ପ୍ରଥମ କରୋଡପତି ମିଳିସାରିଛି। ପାକିସ୍ତାନ ସୀମା ନିକଟବର୍ତ୍ତୀ ପଞ୍ଜାବର ଖାଲଦା ଗାଁର ଜାସ୍କରନ୍ ସିଂ ଏହି ସୋ’ରେ ୧ କୋଟି ଟଙ୍କା ଜିତିଛନ୍ତି।





Read More