PHOTOS

Vastu Tips for Married Life: ଦାମ୍ପତ୍ୟ ଜୀବନକୁ ଅଧିକ ସୁଖମୟ କରିବ ଏହି ଟିସ୍ପ, କେବଳ କରନ୍ତୁ ଏହି ୫ଟି କାମ!

Vastu Tips for Married Life: ଦାମ୍ପତ୍ୟ ଜୀବନ (married life) ଖୁସିରେ ଅତିବାହିତ ହେଲେ ଜୀବନ ସୁଖମୟ (relationship)ହୋଇଥାଏ । ତେଣୁ ସିଭିଏଁ ନିଜ ଦାମ୍ପତ୍ୟ ଜୀବନରେ ସୁଖ- ଶାନ୍ତି ଇଚ୍ଛା କରନ୍ତି । ଅନେକ ଇଚ୍ଛା ନ ଥାଇବି ଦାମ୍ପତ୍ୟ ଜୀବନର କଳହ ହୋଇଥାଏ । ଜୀବନରେ ସମସ୍ୟା ଆସିଥାଏ । ବାସ୍ତୁ ନିୟମ ସଠିକ୍ ନ ରହିବା ଦ୍ବାରା ଜୀବନରେ ସମସ୍ୟା ଆସିଥାଏ। ବାସ୍ତୁ ସମସ୍ୟା ପାଇଁ ଜୀବନରେ ଅଶାନ୍ତି ଓ ଦୁଃଖ ଲାଗି ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ,ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ କିଛି ଉପାୟ ରହିଛି।

Advertisement
1/5

ଶୁକ୍ରବାର ଦିନ ସ୍ବାମୀ-ସ୍ତ୍ରୀ ଏକାସହ ଫୁଲ କିଣି ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ଉଚିତ୍। କେବଳ ଗୋଲାପୀ ଓ ଧଳା ରଙ୍ଗର ଫୁଲ କିଣି ନିଜର ଶୟନ କକ୍ଷରେ ସଜାଇ ରଖନ୍ତୁ। ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଉଭୟ ଶୁଅନ୍ତୁ।

2/5

କେବେ ବି ଶୟନ କକ୍ଷରେ ଭୁଲରେ କୌଣସି ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ। ଯେକୌଣସି ଶୁକ୍ରବାର ଦିନ ସୁଗନ୍ଧିତ ଅତର କିମ୍ବା ପରଫ୍ୟୁମ୍ କିଣନ୍ତୁ।

 

3/5

ସ୍ବାମୀ-ସ୍ତ୍ରୀ କିଣିଥିବା ଅତରକୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରି ତାପରେ ନିଜେ ବ୍ୟବହାର କରନ୍ତୁ।

 

4/5

ଶୁକ୍ରବାର ଦିନ ମା’ ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଧଳା ରଙ୍ଗର ମିଷ୍ଠାନ୍ନ ଭୋଗ ଲଗାନ୍ତୁ। ଏହାପରେ ସେହି ପ୍ରସାଦକୁ ନିଜେ ସେବନ କରନ୍ତୁ।

 

5/5

ଶୁକ୍ରବାର ଦିନ କୌଣସି ଖଟା ଜିନିଷ ଖାଆନ୍ତୁ ନାହିଁ। ସ୍ତ୍ରୀ ସର୍ବଦା ସୁନାର ମୁଦି ଓ ସ୍ବାମୀ ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ୍।

 

(Disclaimer: ଉପରେ ଦିଆଯାଇଥିବା ତଥ୍ୟ ଉପରେ ZEE ODISHA NEWS ବିଶ୍ୱାସ କରେ ନାହିଁ। ଏହା ZEE ODISHA NEWSର ନିଜସ୍ୱ ମତାମତ ନୁହେଁ। )





Read More