Hindi News >>Home >>Odisha National-International

Google Search 2022: ସରିବ ୨୦୨୨ ଜାଣନ୍ତୁ ଏହି ବର୍ଷରେ Google ରେ କଣ ହୋଇଛି ସର୍ବାଧିକ Search

Google Search Trends: ସବୁ କ୍ଷେତ୍ରରେ ସର୍ଚ୍ଚକୁ ନେଇ ଏହି ରିପୋର୍ଟ ତିଆରି କରାଯାଇଛି। ପୁରା ୱାର୍ଲୱାଇଡରେ ସବୁଠାରୁ ଅଧିକ ସର୍ଚ୍ଚ କ୍ଷେତ୍ରରେ ରହିଛି ଖେଳ ।  କୋରୋନା ପରେ ୨୦୨୨ ମସିହାରେ ଅଧିକ ସର୍ଚ୍ଚ ଖେଳକୁଦକୁ ନେଇ ସର୍ଚ୍ଚ କରାଯାଇଛି ସେଥିମଧ୍ୟରୁ ରହିଛି କ୍ରିକେଟ ମ୍ୟାଚ୍ । ସବୁଠାରୁ ବଡ କଥା ହେଲା କ୍ରିକେଟ ମ୍ୟାଚରେ ଇଣ୍ଡିଆ ଖେଳିଥିବା ସମସ୍ତ ମ୍ୟାଚକୁ ପୁରା ୱାର୍ଲଡ ୱାଇଡରେ ସର୍ଚ୍ଚ କରାଯାଇଛି। 

Advertisement
Google Search 2022: ସରିବ ୨୦୨୨ ଜାଣନ୍ତୁ ଏହି ବର୍ଷରେ Google ରେ କଣ ହୋଇଛି ସର୍ବାଧିକ Search
Stop
Rasmita Sahoo|Updated: Dec 08, 2022, 01:42 PM IST

Google Search 2022: ଆଉ ଦିନ କେଇଟା ପରେ ନୂଆବର୍ଷ ଅର୍ଥାତ୍ ୨୦୨୩ କୁ ସ୍ୱାଗତ କରିବେ ବିଶ୍ୱବାସୀ। ସେଥିପାଇଁ ମନରେ ଅନକେ ଉନ୍ମାଦନା ସହ ଉତ୍ସାହ ମଧ୍ୟ ଭରିରହିଛି । ତେବେ ୨୦୨୩ ବର୍ଷ ପୂର୍ବରୁ ୨୦୨୨ କୁ ନେଇ ଏକ ସର୍ଭେ କରାଯାଇଥିଲା। ୨୦୨୨ରେ ସବୁଠାରୁ ଶୀର୍ଷରେ ଥିବା ସର୍ଚ୍ଚ ବଟନ ଅର୍ଥାତ୍ ଗୁଗୁଲରେ କଣ କରାଯାଇଛି ସବୁଠାରୁ ଅଧିକ ସର୍ଚ୍ଚ। ଏହାକୁ ନେଇ ଏକ ଖୁଲାସା କରାଯାଇଛି। ସବୁ କ୍ଷେତ୍ରରେ ସର୍ଚ୍ଚକୁ ନେଇ ଏହି ରିପୋର୍ଟ ତିଆରି କରାଯାଇଛି। ପୁରା ୱାର୍ଲୱାଇଡରେ ସବୁଠାରୁ ଅଧିକ ସର୍ଚ୍ଚ କ୍ଷେତ୍ରରେ ରହିଛି ଖେଳ । 

ସର୍ବମୋଟ କ୍ଷେତ୍ରରେ  ପ୍ରଥମେ ରହିଛି Wordle, ସେହିପରି ଦ୍ୱିତୀୟରେ ରହିଛି ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍, ତୃତୀୟରେ ୟୁକ୍ରେନ, ଚତୁର୍ଥରେ କ୍ୱିନ ଏଲିଜା ବେଥ୍ ଏବଂ ପଞ୍ଚମ ରେ ରହିଛି ଇଣ୍ଡିଆ ବନାମ  ସାଉଥ ଆଫ୍ରିକା । ସେହିପରି ନ୍ୟୁଜ କାଟାଗୋରୀରେ ରହିଛି ୟୁକ୍ରେନ, କ୍ୱିନ ଏଲିଜାବେଥ୍ ପାସିଂ, ଇଲେକସନ ରେଜଲ୍ଟ. ପାୱାର ବଲ୍ ନମ୍ବରସ, ମଙ୍କିପକ୍ସ। ଅନ୍ୟପଟେ ଲୋକଙ୍କ କ୍ଷେତ୍ରରେ  ପ୍ରଥମରେ Johnny Depp, ଦ୍ୱିତୀୟରେ ୱିଲ ସ୍ମିଥ, ତୃତୀୟରେ Amber Heard, ଚତୁର୍ଥରେ ଭ୍ଲାଦିମିର ପୁତିନ୍, ପଞ୍ଚମରେ କ୍ରିସ୍ ରକ୍ ସର୍ଚ୍ଚ ବଟନର ଶୀର୍ଷରେ ରହିଛନ୍ତି।

Also Read: Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ

ଅଭିନେତାଙ୍କ ମଧ୍ୟରେ ଗୁଗୁଲରେ ଏହିମାନଙ୍କ ନାମକୁ ବେଶି ସର୍ଚ୍ଚ କରାଯାଇଛି। ପ୍ରଥମେ Johnny Depp, Will Smith, Amber Heard, Chris Rock Jada Pinkett Smith ଙ୍କ ନାଁ ସର୍ବାଧିକ ଗୁଗୁଲରେ ଖୋଜା ହୋଇଛି । ଅନ୍ୟପଟେ ଖେଳାଳୀଙ୍କ ମଧ୍ୟରେ 
Novak Djokovic, ରାଫେଲ ନାଦାଲ, ସେରେନା ୱିଲିୟମସ, Manti Te'o , ସୌନ ହ୍ୱାଇଟଙ୍କ ନାଁକୁ ସର୍ବାଧିକ ଖୋଜା ହୋଇହୋଇଛି । 

Also Read: Delhi High Court: 'ମାଆର ଇଚ୍ଛା ଉପର ନିର୍ଭର କରେ ଗର୍ଭପାତ'

ସେହିପରି ଗୁଗୁଲରେ ମ୍ୟାଚ ମଧ୍ୟରୁ ୨୦୨୨ ରେ India vs England, Ind vs South Africa, ଭାରତ ବନାମ ୱେଷ୍ଟଇଣ୍ଡିଜ୍,ଭାରତ ବନାମ ଅଷ୍ଟ୍ରେଲିଆ, ଭାରତ ବନାମ ଶ୍ରୀଲଙ୍କା, ପାକିସ୍ତାନ ବନାମ ଇଂଲଣ୍ଡ, ଭାରତ ବନାମ ପାକିସ୍ତାନ, Zimbabwe vs India,ବାଂଲାଦେଶ ବନାମ ୱେଷ୍ଟଇଣ୍ଡିଜ୍ South Africa vs England ମ୍ୟାଚ ଅଧିକଥର ସର୍ଚ୍ଚ କରାଯାଇଛି । 

Also Read: Bhubaneswar: ୯ ତାଲାରେ ଲଜ୍ଜା, ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଅନ୍ୟପଟେ TV Show ମଧ୍ୟରେ ୨୦୨୨ ରେ Euphoria, ହାଉସ ଅଫ ଦ ଡ୍ରାଗନ, ମୁନ୍ ନାଇଟ୍, ଦ ୱାଚର,  Inventing Anna ପରି ସୋ ସର୍ଚ୍ଚ କରାଯାଇଛି। ହଲିଉଡ ଫିଲ୍ମ ମଧ୍ୟରୁ ପ୍ରଥମରେ ରହିଛି Thor: Love and Thunder, Black Adam, Top Gun Maverick, ଚତୁର୍ଥରେ ଦ ବ୍ୟାଟ ମ୍ୟାନ ଓ ଶେଷରେ Encantoକୁ ଅଧିକ ସର୍ଚ୍ଚ କରାଯାଇଛି । 

Read More
{}{}