Hindi News >>Home >>Odisha LifeStyle and Others

Relationship Tips: ପ୍ରଥମ ଥର ଶାରୀରିକ ସମ୍ପର୍କ ଗଢୁଛନ୍ତି କି? ଧ୍ୟାନ ଦିଅନ୍ତୁ ଏସବୁ ଟିପ୍ସ ଉପରେ...

Relationship Tips: ସମ୍ପର୍କ, ସେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ( Husband Wife Relationship) ହେଉ କି ପ୍ରେମିକ ପ୍ରେମିକାଙ୍କ ସମ୍ପର୍କ ହେଉ (Lover Beloved Relationship) ।  ଏହି ଦୁଇ ସମ୍ପର୍କରେ ସୁତାଖିଅ ହେଉଛି ଶାରୀରିକ ସମ୍ପର୍କ (Physical Relationship)  । ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଅଧିକ ମଜବୁତ କରେ। କିନ୍ତୁ ଶାରୀରିକ ସମ୍ପର୍କ ରଖିବାକୁ, କିଛି ମହିଳା(women) ନା ପସନ୍ଦ କରନ୍ତି । ତେବେ, କାହିଁକି ମହିଳାମାନେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ। ...

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 07, 2023, 01:24 PM IST

Relationship Tips: ସମ୍ପର୍କ, ସେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ( Husband Wife Relationship) ହେଉ କି ପ୍ରେମିକ ପ୍ରେମିକାଙ୍କ ସମ୍ପର୍କ ହେଉ (Lover Beloved Relationship) ।  ଏହି ଦୁଇ ସମ୍ପର୍କରେ ସୁତାଖିଅ ହେଉଛି ଶାରୀରିକ ସମ୍ପର୍କ (Physical Relationship)  । ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଅଧିକ ମଜବୁତ କରେ। କିନ୍ତୁ ଶାରୀରିକ ସମ୍ପର୍କ ରଖିବାକୁ, କିଛି ମହିଳା(women) ନା ପସନ୍ଦ କରନ୍ତି । ଯେଉଁଥିପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଫଳରେ ସେମାନଙ୍କ ପାର୍ଟନର, ଅନ୍ୟ ଜଣଙ୍କ ସହ ଶାରୀରିକ ସମ୍ପର୍କ  (Physical Relationship) ରଖିବାକୁ ପସନ୍ଦ କରନ୍ତି । ତେବେ, କାହିଁକି ମହିଳାମାନେ ପ୍ରଥମ ଥର ଶାରୀରିକ ସମ୍ପର୍କ  (Physical Relationship) ରଖିବାକୁ ପସନ୍ଦ କରନ୍ତି ନାହିଁ। ...

Also Read: Health Tips: ଖାଉଛନ୍ତି କି ଏସବୁ ଖାଦ୍ୟ? ଜୀବନରେ କେକେବି ହୋଇପାରିବେନି ବାପା

ଏହି ସବୁ କାରଣ ପାଇଁ ମହିଳା ମାନେ ପାର୍ଟନର ସହ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ :
 
-ଯଦି ଆପଣଙ୍କ ମହିଳା ପାର୍ଟନର ଆପଣଙ୍କ ସହ ଶାରୀରିକ ସମ୍ପର୍କକୁ  (Physical Relationship) ରଖିବାକୁ ପସନ୍ଦ କରନ୍ତି ନାହିଁ। ତେବେ,  ଆପଣଙ୍କୁ କିଛି ଟିପ୍ସ ଫଲୋ କରିବାକୁ ପଡିବ। ସାଧାରଣତଃ ଯେଉଁମାନେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବାକୁ ଯାଉଛନ୍ତି । ସେହି କ୍ଷେତ୍ରରେ ଯୁବତୀମାନଙ୍କୁ ଟିକେ ଲାଜ ବା ସଙ୍କୋଚ ଅନୁଭବ କରିଥାଆନ୍ତି । ଏଥିପାଇଁ ସେ ଶାରୀରିକ ସମ୍ପର୍କ ରଖିବାକୁ ସେମାନେ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ଆପଣ ନିଜ ସାଥୀଙ୍କୁ ପ୍ରଥମେ ରୋମାଣ୍ଟିକ୍ ଅନ୍ଦାଜରେ ତାଙ୍କ ମୁଡ୍ ବନାନ୍ତୁ। ଏବଂ ତାଙ୍କ ସହମତି ପରେ ଶାରୀରିକ ସମ୍ପର୍କ ଗଢନ୍ତୁ । 

-ଖାସ୍ କରି ଝିଅ ବା ଯୁବତୀମାନଙ୍କୁ ଗିପ୍ଟ ବା ଉପହାର ଅଧିକ ପସନ୍ଦ କରନ୍ତି।  ଯଦି ଆପଣ ନିଜ ସାଥୀଙ୍କ ସହ ପ୍ରଥମ ଥର ଶାରୀରିକ ସମ୍ପର୍କ  (Physical Relationship) ଗଢୁଛନ୍ତି ତେବେ, ତାଙ୍କୁ ତାଙ୍କ ମନ ପସନ୍ଦର ଉପହାର ଦିଅନ୍ତୁ। ଫଳରେ ସେ ଖୁସି ହୋଇଯିବେ। 

-  ନିଜ ସାଥୀଙ୍କ ଠାରେ ବିଶ୍ବାସ ଜନ୍ମାନ୍ତୁ। ଯଦି ଆପଣ ନିଜ ସାଥୀଙ୍କ ସହ ପ୍ରଥମ ଥର ଶାରୀରିକ ସମ୍ପର୍କ ଗଢିବାକୁ ଯାଉଛନ୍ତି । ତେବେ, ଆପଣ ନିଜ ସାଥୀଙ୍କ ଠାରେ ପ୍ରଥମ ଥର ବିଶ୍ବାସ ଜନ୍ମାନ୍ତୁ । କାହିଁକିନା ଝିଅମାନେ, ଯାହାକୁ ଥରେ ବିଶ୍ବାସ କରନ୍ତି ।  ତାହା ପାଇଁ ସବୁ କିଛି କରିପାରନ୍ତି। 

-ଉଭୟଙ୍କ ମଧ୍ୟରେ ହେଉଥିବା କୌଣସି କଥାକୁ ତୃତୀୟ ଲୋକଙ୍କୁ ଜଣାନ୍ତୁ ନାହିଁ । ନଚେତ୍ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବ। କି ଶାରୀରିକ ସମ୍ପର୍କ ସ୍ଥାପନ ବେଳେ ଭିଡି଼ଓ ମଧ୍ୟ ଉତ୍ତୋଳନ କରନ୍ତୁ ନାହିଁ। ନଚେତ ପରବର୍ତ୍ତୀ ମୂହୁର୍ତ୍ତରେ ଏହା ଆପଣଙ୍କ ପାଇଁ ବିପଦ ଆଣିବ।  

- ମନେ ରଖନ୍ତୁ ଯେ, ଉଭୟ ଉଭୟେଙ୍କୁ ସମ୍ମାନ ଦେବାକୁ ଭୁଲନ୍ତୁ ନାହିଁ। କାହିଁକିନା ଯେଉଁ ସମ୍ପର୍କରେ ସମ୍ମାନ ନାହିଁ । ସେହି ସମ୍ପର୍କ ବେଶି ଦିନ ତିଷ୍ଠିପାରେ ନାହିଁ।  ଖାସ୍ କରି ଯଦି ଆପଣ ନିଜ ପ୍ରେମିକା ବା ସ୍ତ୍ରୀଙ୍କୁ ସମ୍ମାନ ଦେବେ ନାହିଁ। ତାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇବ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )

Read More
{}{}